କାର ଦୁର୍ଘଟଣାରେ ଅଭିନେତ୍ରୀ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁ

ଭାରସାମ୍ୟ ହରାଇ ଗଭୀର ପାଣିକୁ ଖସି ପଡ଼ିଲା କାର ନୂଆଦିଲ୍ଲୀ: ପୁଣେରେ ରହୁଥିବା ମରାଠୀ ଅଭିନେତ୍ରୀ ଈଶ୍ବରୀ ଦେଶପାଣ୍ଡେ ଏବଂ ତାଙ୍କ ବନ୍ଧୁ ଶୁଭମ ଡେଡଗେ ଗଭୀର ପାଣିରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଛନ୍ତି। ଉତ୍ତର ଗୋଆର ଅରପୋରା ଅଞ୍ଚଳରେ ଗଭୀର ପାଣିରେ ବୁଡ଼ି ଯାଇଥିବା କାର ଭିତରୁ ପୁଲିସ ଉଭୟଙ୍କ ମୃତଦେହ ଜବତ କରିଛି। ଇଶ୍ୱରୀଙ୍କର ପ୍ରଥମ ମରାଠୀ ଚଳଚ୍ଚିତ୍ର କିଛି ଦିନ ମଧ୍ୟରେ ରିଲିଜ୍‌ ହେବାର ଥିଲା। … Continue reading କାର ଦୁର୍ଘଟଣାରେ ଅଭିନେତ୍ରୀ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁ